Eyesight Home remedies odia, ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ଘରୋଇ ଉପଚାର।
Eyesight ୧, ଦୃଷ୍ଟି ଶକ୍ତି ବଢ଼ିବା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ସବୁଜ ଘାସ ଉପରେ ଖାଲି ପାଦରେ 15 ମିନିଟ୍ ଚାଲନ୍ତୁ। ଏବଂ ଏକ ବାଲ୍ଟି ବିଶୁଦ୍ଧ ପାଣି ଭର୍ତ୍ତି କରି ସେଥିରେ ମୁଣ୍ଡ ବୁଡ଼ାଇ ଆଖି ଖୋଲି କରି ପାଣି ଭିତରେ କିଛି ସମୟ ଦେଖନ୍ତୁ | ୨, ସପ୍ତାହରେ ଦୁଇଥର ନିଜ ପରିସ୍ରା ଆଖିରେ ଲଗାଇ ଅଧଘଣ୍ଟା ରଖନ୍ତୁ ପୁଣି ଥଣ୍ଡା ପାଣିରେ ଆଖି ଧୋଇଦିଅନ୍ତୁ ଏଥିରେ ସମସ୍ତ ପ୍ରକାର ଚକ୍ଷୁ ରୋଗ ନଷ୍ଟ ହୁଏ। ୩, ଆଖି ତଳେ କଳା ପଡିଥିଲେ କାକୁଡି କାଟି କରି Dark circles ଉପରେ କିଛି ସମୟ ମାଲିସ୍ କରନ୍ତୁ। ୪,ଭଲ ନିଦ୍ରା ଆସିବା ପାଇଁ ପାଦ ତଳେ ସୋରିଷତେଲ କିମ୍ବା ଗାଈ ଘିଅ ମାଲିସ୍ କରନ୍ତୁ।ପାଦ ତଳର ସମ୍ପର୍କ ସିଧା ମସ୍ତିଷ୍କ ରେ ଥାଏ, ଆପଣଙ୍କର ମସ୍ତିଷ୍କ କୁ ଆରାମ ମିଳିବ। ୫,ଜ୍ୱର କମ୍ କରିବା ପାଇଁ ୧୦ ଗ୍ରାମ ଅଦା ରସ ରେ ୧ ଚାମଚ ମହୁ ମିଶାଇ ଖାଆନ୍ତୁ। ୬,ଛୋଟ ପିଲାଙ୍କ ଜ୍ୱର କମ୍ କରିବା ପାଇଁ ତୁଳସୀ ପତ୍ର ସହିତ ସମାନ ମାତ୍ରାରେ ଗୋଲମରିଚ ବାଟି କରି ସୋଲା ମଞ୍ଜି ପରି ଗୁଳି ତିଆରି କରି ୧ - ୧ ଗୁଳି ସକାଳ ସନ୍ଧ୍ୟା ରେ ଖାଆନ୍ତି। ୭,ଜଣ୍ଡିସ ଠିକ୍ କରିବା ପାଇଁ ମୂଳା ରସ ୨୦ ମିଲି ଗ୍ରାମ ରେ ମିଶ୍ରି ଗୁଣ୍ଡ ମିଶାଇ ପିଅନ୍ତୁ। କିମ୍ବା ୮,ପୁରୁଣି ଶାଗ (ପୂନରର୍ବା) ଭାଜି କରି ୨୦ ଗ୍ରାମ ମାତ୍ରାରେ ଖାଆନ୍ତୁ। ୯, ପକ୍ଷାଘାତ Paralysis ଠିକ୍ କରି...